or_tn_old/jhn/07/04.md

609 B

he himself wants

“ଆପଣାକୁ” ଶବ୍ଦ ଏକ ସ୍ବୟଂବାଚକ ସର୍ବନାମ ଅଟେ ଯାହା “ସେ” ଶବ୍ଦକୁ ଗୁରୁତ୍ବ ଦିଏ I (ଦେଖ: rc://*/ta/man/translate/figs-rpronouns)

the world

ଏଠାରେ ଜଗତର ସମସ୍ତ ଲୋକମାନଙ୍କ ନିମନ୍ତେ “ଜଗତ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକମାନେ” କିମ୍ବା “ପ୍ରତେକେ” (ଦେଖ: rc://*/ta/man/translate/figs-metonymy)