or_tn_old/jhn/03/31.md

1.2 KiB

He who comes from above is above all

ଯେ ସ୍ବର୍ଗରୁ ଆସନ୍ତି, ସେ ଅନ୍ୟସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ ଅଟନ୍ତି

He who is from the earth is from the earth and speaks about the earth

ଯୋହନଙ୍କ କହିବାର ଅର୍ଥ ଯେ ଯୀଶୁ ତାହାଙ୍କଠାରୁ ଶ୍ରେଷ୍ଟ ଅଟନ୍ତି, ଯେହେତୁ ସେ ସ୍ବର୍ଗରୁ ଆସିଛନ୍ତି ଓ ଯୋହନ ପୃଥିବୀରୁ ଜାତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେ ଏହି ଜଗତରୁ ଜାତ ହୋଇଛି ସେ ଜଗତରେ ବାସ କରୁଥିବା ଅନ୍ୟସମସ୍ତଙ୍କ ସଦୃଶ ଅଟେ ଓ ସେ ଜଗତରେ ଘଟୁଥିବା ବିଷୟରେ କଥା କହେ” (ଦେଖ: rc://*/ta/man/translate/figs-metonymy)

He who comes from heaven is above all

ଏହାର ଅର୍ଥ ପ୍ରଥମ ବାକ୍ୟ ସଦୃଶ ସମାନ ଅଟେ I ଯୋହନ ଗୁରୁତ୍ବାରୋପ କରିବା ନିମନ୍ତେ ଏହାକୁ ପୁନର୍ବାର କହୁଛନ୍ତି I