or_tn_old/jhn/03/12.md

1.1 KiB

Connecting Statement:

ଯୀଶୁ ନୀକଦୀମଙ୍କୁ ଉତ୍ତର ଦେଇ ଚାଲିଛନ୍ତି I

I told you ... you do not believe ... how will you believe if I tell you

ସମସ୍ତ ତିନୋଟି ସ୍ଥାନରେ “ତୁମ୍ଭେମାନେ” ବହୁବାଚକ ଅଟେ ଓ ସାଧାରଣରେ ଯିହୂଦୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

how will you believe if I tell you about heavenly things?

ଏହି ପ୍ରଶ୍ନ ନୀକଦୀମ ଓ ଯିହୂଦୀମାନଙ୍କ ଅବିଶ୍ବାସକୁ ଗୁରୁତ୍ବ ଦିଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଶ୍ଚିତ ଭାବରେ ବିଶ୍ବାସ କରିବ ନାହିଁ, ଯଦି ମୁଁ ତୁମ୍ଭମାନଙ୍କୁ ସ୍ବର୍ଗୀୟ ବିଷୟ କହିବି !” (ଦେଖ: rc://*/ta/man/translate/figs-rquestion)

heavenly things

ଆତ୍ମିକ ବିଷୟ ସବୁ