or_tn_old/jhn/03/11.md

927 B

you do not accept

“ତୁମ୍ଭେମାନେ” ଶବ୍ଦ ବହୁବାଚକ ଓ ସାଧାରଣରେ ଯିହୂଦୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

Truly, truly

ଏହାକୁ ଏପରି ଭାବରେ ଅନୁବାଦ କର ଯେପରି ତୁମର ଭାଷା ଗୁରୁତ୍ବ ଦିଏ ଯେ ଯାହା ନିମ୍ନଲିଖିତ ବିଷୟ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ଅଟେ I ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

we speak

ଯେତେବେଳେ ଯୀଶୁ “ଆମ୍ଭେମାନେ” କହିଲେ, ସେ ନୀକଦୀମଙ୍କୁ ଅନ୍ତର୍ଭୁକ୍ତ କରୁନାହାନ୍ତି I (ଦେଖ: rc://*/ta/man/translate/figs-exclusive)