or_tn_old/jhn/03/04.md

1.3 KiB

How can a man be born when he is old?

ନିକଦିମ ଗୁରୁତ୍ବ ଦେବା ନିମନ୍ତେ ଏହି ପ୍ରଶ୍ନ କରୁଛନ୍ତି ଯେ ଏହା ହୋଇ ନପାରେ I ଅନ୍ୟ ଏକ ଅନୁବାଦରେ: “ଜଣେ ବ୍ୟକ୍ତି ନିଶ୍ଚିତରୂପେ ପୁନର୍ଜନ୍ମ ହୋଇ ନପାରେ ଯେତେବେଳେ ସେ ବୃଦ୍ଧ ହୁଏ !” (ଦେଖ: rc://*/ta/man/translate/figs-rquestion)

He cannot enter a second time into his mother's womb and be born, can he?

ନିକଦିମ ମଧ୍ୟ ତାହାଙ୍କ ବିଶ୍ବାସକୁ ଗୁରୁତ୍ବ ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର ଜରନ୍ତି ଯେ ଦ୍ବିତୀୟ ଜନ୍ମ ଅସମ୍ଭବ ଅଟେ I “ନିଶ୍ଚିତ ଭାବରେ, ସେ ଆପଣା ମାତାର ଗର୍ଭରେ ଦ୍ବିତୀୟ ଥର ପ୍ରବେଶ କରିପାରିବେ ନାହିଁ ! (ଦେଖ: rc://*/ta/man/translate/figs-rquestion)

a second time

ପୁନର୍ବାର ବା “ଦ୍ବିତୀୟ ଥର”

womb

ଜଣେ ସ୍ତ୍ରୀଲୋକର ଶରୀରର ସେହି ଅଂଶ ଯେଉଁଥିରେ ଶିଶୁ ବୃଦ୍ଧି ପାଏ