or_tn_old/jhn/03/03.md

746 B

Connecting Statement:

ଯୀଶୁ ଓ ନୀକଦୀମ ବାର୍ତ୍ତାଳାପ କରନ୍ତି I

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

born again

ଉର୍ଦ୍ଧରୁ ଜାତ କିମ୍ବା “ଈଶ୍ବରଙ୍କଠାରୁ ଜାତ”

kingdom of God

ଈଶ୍ବରଙ୍କ ରାଜତ୍ବ ନିମନ୍ତେ “ରାଜ୍ୟ” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଏପରି ସ୍ଥାନ ଯେଉଁଠାରେ ଈଶ୍ବର ରାଜତ୍ବ କରନ୍ତି” (ଦେଖ: rc://*/ta/man/translate/figs-metaphor)