or_tn_old/jhn/01/36.md

671 B

Lamb of God

ଏହା ଏକ ରୂପକ ଅଟେ ଯାହା ଈଶ୍ବରଙ୍କର ନିଷ୍କଳଙ୍କ ବଳିଦାନକୁ ବୁଝାଏ I ଯୀଶୁଙ୍କୁ “ଈଶ୍ବରଙ୍କ ମେଷଶାବକ” କୁହାଗଲା କାରଣ ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ ନିମନ୍ତେ ଉତ୍ସର୍ଗୀକୃତ ହୋଇଥିଲେ I ଦେଖ ତୁମେ ଏହିଭଳି ବାକ୍ୟାଂଶକୁ କିପରି ଯୋହନ ୧:୨୯ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-metaphor)