or_tn_old/jhn/01/19.md

433 B

the Jews sent ... to him from Jerusalem

ଏଠାରେ “ଯିହୂଦୀମାନେ” ଶବ୍ଦ “ଯିହୂଦୀ ନେତାମାନଙ୍କୁ” ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ଯିରୂଶାଲମରୁ ...ତାହାଙ୍କ ନିକଟକୁ ପଠାଇଲେ” (ଦେଖ: rc://*/ta/man/translate/figs-synecdoche)