or_tn_old/jhn/01/12.md

992 B

believed in his name

“ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ପରିଚୟ ଓ ତାହାଙ୍କ ବିଷୟ ସମସ୍ତ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କଠାରେ ବିଶ୍ବାସ କଲେ” (ଦେଖ: rc://*/ta/man/translate/figs-metonymy)

he gave the right

ସେ ସେମାନଙ୍କୁ ଅଧିକାର ଦେଲେ କିମ୍ବା “ସେ ସେମାନଙ୍କ ନିମନ୍ତେ ଏହା ସମ୍ଭବ କଲେ”

children of God

“ସନ୍ତାନ” ଏକ ରୂପକ ଅଟେ ଯାହା ଯାହା ଈଶ୍ବରଙ୍କ ସହିତ ଆମ୍ଭମାନଙ୍କ ସମ୍ପର୍କକୁ ବୁଝାଏ, ଅର୍ଥାତ୍ ଜଣେ ପିତାଙ୍କ ପ୍ରତି ସନ୍ତାନଗଣଙ୍କ ସମ୍ପର୍କ ସଦୃଶ ଅଟେ I (ଦେଖ: rc://*/ta/man/translate/figs-metaphor)