or_tn_old/jas/04/intro.md

2.5 KiB
Raw Permalink Blame History

ଯାକୁବ ୪ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଏହି ଅଧ୍ୟାୟର ବିଶେଷ ଧାରଣା

ବ୍ୟଭିଚାର

ବାଇବଲରେ ଲେଖକମାନେ ସେହି ଲୋକମାନଙ୍କ ନିମନ୍ତେ ରୂପକ ଭାବେ ବ୍ୟଭିଚାରି ବିଷୟରେ କହିଛନ୍ତି ଯେଉଁମାନେ ଈଶ୍ବରଙ୍କୁ ପ୍ରେମ କରନ୍ତି ବୋଲି କହନ୍ତି କିନ୍ତୁ ଯାହା ଈଶ୍ବର ଘୃଣା କରନ୍ତି ତାହା ସେମାନେ କରନ୍ତି । (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///tw/dict/bible/kt/godly]])

ବ୍ୟବସ୍ଥା

ଯାକୁବ ସମ୍ଭବତଃ [ଯାକୁବ ୪:୧୧] (../../ଯାକୁବ/୦୪/୧୧.md)ରେ ଏହି ଶବ୍ଦକୁ ରାଜକୀୟ ବ୍ୟବସ୍ଥା”କୁ ବୁଝାଇବା ନିମନ୍ତେ ([ଯାକୁବ :୮] (../../ଯାକୁବ//୦୮.md))ରେ ବ୍ୟବହାର କରିଛନ୍ତି ।

ଏହି ଆଧ୍ୟାୟରେ ଗୁରୁତ୍ବପୂର୍ଣ୍ଣ ଅଳଙ୍କାର

ଅଳଙ୍କାରିକ ପ୍ରଶ୍ନ

ଯାକୁବ ଅନେକ ପ୍ରଶ୍ନ ପଚାରନ୍ତି କାରଣ ତାହାଙ୍କ ପାଠକମାନେ କିପରି ଜୀବନଯାପନ କରୁଛନ୍ତି ସେ ବିଷୟରେ ଚିନ୍ତା କରନ୍ତୁ ବୋଲି ଜାଣିବାକୁ ଚାହୁଛନ୍ତି । ସେ ସେମାନଙ୍କୁ ସଂଶୋଧନ କରିବା ଓ ଶିକ୍ଷା ଦେବା ନିମନ୍ତେ ଚାହାନ୍ତି । (ଦେଖ: rc://*/ta/man/translate/figs-rquestion )

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

ନମ୍ରତା

ଏହି ଶବ୍ଦ ସାଧାରଣତଃ ସେହି ଲୋକମାନଙ୍କୁ ଯେଉଁମାନେ ଗର୍ବ କରନ୍ତି ନାହିଁ । ଯାକୁବ ଏଠାରେ ସେହି ଲୋକମାନଙ୍କୁ ଦର୍ଶାଉଛନ୍ତି ଯେଉମାନେ ଗର୍ବ କରନ୍ତି ନାହିଁ ଏବଂ ଯେଉଁମାନେ ଯୀଶୁଙ୍କଠାରେ ନିର୍ଭର କରନ୍ତି ଏବଂ ତାହାଙ୍କ ଆଜ୍ଞା ପାଳନ କରନ୍ତି ।