or_tn_old/jas/03/11.md

1.5 KiB

Connecting Statement:

ଯାକୁବ ବାକ୍ୟକୁ ଗୁରୁତ୍ବାରୋପ କରି କହିବା ପରେ ଯାହା ବିଶ୍ବାସୀମାନଙ୍କ କଥା ଉଭୟ ଆର୍ଶିବାଦ ଏବଂ ଅଭିଶାପ ନହେଉ, ସେ ପ୍ରକୃତିରୁ ଉଦାହରଣ ଦେଇ ତାହର ପାଠକମାନଙ୍କୁ ଶିଖାଇବା ନିମନ୍ତେ ଉଦାହରଣ ଦିଅନ୍ତି ଯେ ଯେଉଁ ବ୍ୟକ୍ତି ଈଶ୍ବରଙ୍କୁ ଆରଧନା କରି ତାହାଙ୍କର ସମ୍ମାନ କରନ୍ତି ସେମାନେ ମଧ୍ୟ ସଠିକ ଭାବରେ ଜୀବନଧାରଣ କରିବା ଉଚିତ ।

Does a spring pour out from its opening both sweet and bitter water?

ଯାକୁବ ପ୍ରକୃତିର କ’ଣ ଘଟୁଅଛି, ସେହି ବିଷୟରେ ବିଶ୍ବସୀମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଏହାକୁ ଏକ ବାକ୍ୟ ରୂପରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଜାଣିଛ ଯେ ଗୋଟିଏ ଝରଣା ମିଠା ଓ ପିତା ପାଣି ଉଭୟ ଦେଇପାରେ ନାହିଁ ।” ( ଦେଖ: rc://*/ta/man/translate/figs-rquestion )