or_tn_old/heb/11/28.md

2.1 KiB

he kept the Passover and the sprinkling of the blood

ଏହା ପ୍ରଥମ ନିସ୍ତାରପର୍ବ ଥିଲା I ନିସ୍ତାରପର୍ବ ସମ୍ବନ୍ଧରେ ଈଶ୍ବରଙ୍କ ଆଜ୍ଞା ପାଳନ କରି ଓ ପ୍ରତି ବର୍ଷ ତାହା ପାଳନ କରିବାକୁ ଲୋକମାନଙ୍କୁ ଆଜ୍ଞାଦେଇ ମୋଶା ଏହା ପାଳନ କରିଥିଲେ I ଅନ୍ୟଏକ ଅନୁବାଦରେ: “ନିସ୍ତାରପର୍ବ ସମ୍ବନ୍ଧରେ ଈଶ୍ବରଙ୍କ ଆଜ୍ଞା ପାଳନ କରିବାକୁ ଓ ସେମାନଙ୍କର ଦ୍ବାର ସବୁରେ ରକ୍ତ ସେଚନ କରିବାକୁ ସେ ଲୋକମାନଙ୍କୁ ଆଜ୍ଞା ଦେଲେ” କିମ୍ବା “ସେ ନିସ୍ତାରପର୍ବ ଓ ରକ୍ତ ସେଚନ ବିଧି ସ୍ଥାପନ କଲେ”

the sprinkling of the blood

ଏହା ଇଶ୍ରାୟେଲୀୟମାନଙ୍କୁ ଗୋଟିଏ ମେଷଶାବକ ବଧ କରିବା ନିମନ୍ତେ ଏବଂ ସେମାନେ ବାସ କରୁଥିବା ପ୍ରତ୍ୟେକ ଗୃହର ବାଜୁବନ୍ଧଗୁଡିକରେ ଏହାର ରକ୍ତ ଲଗାଇବାକୁ ଈଶ୍ବରଙ୍କ ଆଜ୍ଞାକୁ ବୁଝାଏ I ଏହା ସଂହାରକକୁ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ବଧ କରିବାରୁ ନିବୃତ୍ତ କରିବ I ଏହା ନିସ୍ତାରପର୍ବର ଏକ ଆଜ୍ଞା ଅଟେ I (ଦେଖ: rc://*/ta/man/translate/figs-explicit)

should not touch

ଏଠାରେ “ସ୍ପର୍ଶ” ଜଣକୁ କ୍ଷତି କରିବା କିମ୍ବା ବଧ କରିବା ବିଷୟ ବୁଝାଏ I ଅନ୍ୟଏକ ଅନୁବାଦରେ: “କ୍ଷତି କରିବେ ନାହିଁ” କିମ୍ବା “ବଧ କରିବେ ନାହିଁ” (ଦେଖ: rc://*/ta/man/translate/figs-metonymy)