or_tn_old/heb/11/26.md

1.7 KiB

the disgrace of following Christ

ଏହାକୁ ଅନ୍ୟଶବ୍ଦ ସହିତ କୁହାଯାଇ ପାରିବ ଯେପରି ଗୁଣବାଚକ ବିଶେଷ୍ୟ “ନିନ୍ଦା”କୁ “ତିରସ୍କାର କରିବା” କ୍ରିୟାଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ତାହାଙ୍କୁ ତିରସ୍କାର କରିବାର ଅନୁଭୂତିକୁ ପସନ୍ଦ କଲେ, କାରଣ ଖ୍ରୀଷ୍ଟ ଯାହା ଚାହିଁବେ, ତାହା ସେ କରିଥିଲେ” (ଦେଖ: rc://*/ta/man/translate/figs-abstractnouns)

following Christ

ଖ୍ରୀଷ୍ଟଙ୍କ ଅଜ୍ଞା ପାଳନ କରିବା ବିଷୟରେ କୁହାଯାଏ ଯେପରି ଏକ ନିମ୍ନଗାମୀ ପଥରେ ତାହାଙ୍କର ଅନୁଗମନ କରିବା I (ଦେଖ: rc://*/ta/man/translate/figs-metaphor)

fixing his eyes on his reward

ଲକ୍ଷ୍ୟହାସଲ ନିମନ୍ତେ ସମ୍ପୂର୍ଣ୍ଣ ଧ୍ୟାନଦେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଏକ ବସ୍ତୁକୁ ଏକ ଦୃଷ୍ଟିରେ ଚାହିଁ ଅନ୍ୟ ଆଡ଼େ ଦେଖିବାକୁ ନାସ୍ତି କରୁଛି I ଅନ୍ୟଏକ ଅନୁବାଦରେ: “ସେ ଯାହା ଜାଣିଛି ତାହା କଲେ ସେ ସ୍ବର୍ଗରେ ପୁରସ୍କାର ପାଇବ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-explicit]])