1.4 KiB
1.4 KiB
when his end was near
ଏଠାରେ “ତାହାଙ୍କ ଶେଷ ସମୟ” ମୃତ୍ୟୁ ବିଷୟରେ ଉଲ୍ଲେଖ କରିବା ଗୋଟିଏ ଶିଷ୍ଟାଚାର ଶୈଳୀ ଅଟେ I ଅନ୍ୟଏକ ଅନୁବାଦରେ: “ସେ ମୃତ୍ୟୁଭୋଗ କରୁଥିବା ସମୟରେ” (ଦେଖ: rc://*/ta/man/translate/figs-euphemism)
spoke of the departure of the children of Israel from Egypt
ଇଶ୍ରାୟେଲମାନଙ୍କ ସନ୍ତାନଗଣ ମିଶରରୁ ପ୍ରସ୍ଥାନ କରିବା ବିଷୟରେ କୁହାଯାଏ
the children of Israel
ଇଶ୍ରାୟେଲୀୟମାନେ କିମ୍ବା “ଇଶ୍ରାୟେଲ ସନ୍ତାନଗଣ”
instructed them about his bones
ମିଶରରେ ଥବା ସମୟରେ ଯୋସେଫ ମୃତ୍ୟୁଭୋଗ କଲେ I ସେ ଚାହିଁଥିଲେ ଯେ ମିଶରରୁ ପ୍ରସ୍ଥାନ କରିବା ସମୟରେ ତାହାଙ୍କ ଲୋକମାନେ ତାହାଙ୍କର ଅସ୍ଥି ସେମାନଙ୍କ ସାଙ୍ଗରେ ନେବେ, ଯେପରି ସେମାନେ ତାହା ଈଶ୍ବର ସେମାନଙ୍କୁ ପ୍ରତିଜ୍ଞା କରିଥିବା ଦେଶରେ ସମାଧି କରିବେ I (ଦେଖ: rc://*/ta/man/translate/figs-explicit)