or_tn_old/heb/11/18.md

852 B

to whom it had been said

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାଙ୍କୁ ଈଶ୍ବର କହିଲେ” (ଦେଖ: rc://*/ta/man/translate/figs-activepassive)

that your descendants will be named

ଏଠାରେ “ଖ୍ୟାତ ହେବା” ଅର୍ଥ ଉପାଧି ଦିଆଯିବା କିମ୍ବା ଚିହ୍ନିତ ହେବା I ଏହି ବାକ୍ୟକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଆମ୍ଭେ ତୁମ୍ଭ ସନ୍ତାନଗଣଙ୍କ ନାମରେ ଚିହ୍ନିତ କରିବା” (ଦେଖ: rc://*/ta/man/translate/figs-activepassive)