or_tn_old/heb/11/08.md

1.2 KiB

when he was called

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଈଶ୍ବର ତାହାଙ୍କୁ ଆହ୍ବାନ କଲେ” (ଦେଖ: rc://*/ta/man/translate/figs-activepassive)

went out to the place

ଆପଣା ଗୃହ ପରିତ୍ୟାଗ କରି ସେହି ସ୍ଥାନକୁ ଯିବା ନିମନ୍ତେ

that he was to receive as an inheritance

ଈଶ୍ବର ଅବ୍ରାହାମଙ୍କ ସନ୍ତାନମାନଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଥିବା ଦେଶ ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ଉତ୍ତରାଧିକାର ଥିଲା ଯାହା ଅବ୍ରାହାମ ପ୍ରାପ୍ତ ହେବାକୁ ଯାଉଥିଲେ I ଅନ୍ୟଏକ ଅନୁବାଦରେ: “ଯାହା ଈଶ୍ବର ତାହାଙ୍କୁ ଦେବେ” (ଦେଖ: rc://*/ta/man/translate/figs-metaphor)

He went out

ସେ ଆପଣା ଗୃହ ପରିତ୍ୟାଗ କରିଥିଲେ