or_tn_old/heb/11/07.md

1.7 KiB

having been given a divine message

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ତାହାଙ୍କୁ କହିଥିଲେ” (ଦେଖ: rc://*/ta/man/translate/figs-activepassive)

about things not yet seen

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୂର୍ବରୁ କେହି ଦେଖି ନଥିବା ବିଷୟରେ” କିମ୍ବା “ପୂର୍ବରୁ ଘଟି ନଥିବା ଘଟଣା ସବୁ ବିଷୟରେ” (ଦେଖ: rc://*/ta/man/translate/figs-activepassive)

the world

ଏଠାରେ “ଜଗତ” ଜଗତର ମାନବଜାତିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେହି ସମୟରେ ଜଗତରେ ବାସ କରୁଥିବା ଲୋକମାନେ” (ଦେଖ: rc://*/ta/man/translate/figs-metonymy)

became an heir of the righteousness

ନୋହଙ୍କ ବିଷୟରେ କୁହାଯାଏ ଯେପରି ସେ ପରିବାରର ଜଣେ ସଦସ୍ୟଙ୍କଠାରୁ ଧନସମ୍ପତ୍ତି ଅଧିକାର କରିବାକୁ ଯାଉଛନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେଲେ” (ଦେଖ: rc://*/ta/man/translate/figs-metaphor)

that is according to faith

ଅତଏବ ଈଶ୍ବର ସେମାନଙ୍କୁ ଦିଅନ୍ତି ଯେଉଁମାନଙ୍କର ତାହାଙ୍କଠାରେ ବିଶ୍ବାସ ଅଛି