or_tn_old/heb/11/01.md

2.1 KiB

Connecting Statement:

ଏହି ସଂକ୍ଷିପ୍ତ ପରିଚୟରେ ଲେଖକ ବିଶ୍ବାସ ବିଷୟରେ ତିନୋଟି ବିଷୟ କହୁଛନ୍ତି I

Now

ଏଠାରେ ଏହି ଶବ୍ଦ ମୁଖ୍ୟ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରିବା ନିମନ୍ତେ ବ୍ୟବହାର କରାଯାଇଛି I ଏଠାରେ ଲେଖକ “ବିଶ୍ବାସ”ର ଅର୍ଥକୁ ବୁଝାଇବା ଆରମ୍ଭ କରୁଛନ୍ତି I

faith is being sure of the things hoped for

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଆମ୍ଭମାନଙ୍କ ବିଶ୍ବାସ ଥାଏ, ଆମ୍ଭେମାନେ ଭରସା କରୁଥିବା ବିଷୟଗୁଡିକ ପ୍ରତି ନିଶ୍ଚିତ ହୋଇ ଥାଉ” କିମ୍ବା “ବିଶ୍ବାସ ଜଣକୁ ଦୃଢ଼ଭାବରେ କିଛି ନିର୍ଦ୍ଦିଷ୍ଟ ବିଷୟ ଆଶା କରିବାକୁ ଦେଇଥାଏ”

hoped for

ଏଠାରେ ଏହା ନିର୍ଦ୍ଦିଷ୍ଟଭାବରେ ଈଶ୍ବରଙ୍କର ନିଶ୍ଚିତ ପ୍ରତିଜ୍ଞାକୁ ବୁଝାଏ, ବିଶେଷତଃ ଏହି ନିଶ୍ଚିତତା ଯାହା ଯୀଶୁଙ୍କଠାରେ ଥିବା ସମସ୍ତ ବିଶ୍ବାସୀମାନେ ଈଶ୍ବରଙ୍କ ସହିତ ସ୍ବର୍ଗରେ ବାସ କରିବେ I

certain of things that are not seen

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଆମ୍ଭେମାନେ ଏପର୍ଯ୍ୟନ୍ତ ଦେଖିନାହୁଁ” କିମ୍ବା “ଯାହା ଏପର୍ଯ୍ୟନ୍ତ ଘଟି ନାହିଁ” (ଦେଖ: rc://*/ta/man/translate/figs-activepassive)