or_tn_old/heb/10/31.md

656 B

to fall into the hands

ଈଶ୍ବରଙ୍କ ସମ୍ପୂର୍ଣ୍ଣ ଦଣ୍ଡ ବିଷୟରେ କୁହାଯାଏ ଯେପରି ବ୍ୟକ୍ତି ଜଣକ ଈଶ୍ବରଙ୍କ ହସ୍ତରେ ପଡ଼ି ଯାଉଛି I ଏଠାରେ “ହସ୍ତ” ବିଚାର କରିବା ନିମନ୍ତେ ଈଶ୍ବରଙ୍କ କ୍ଷମତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ସମ୍ପୂର୍ଣ୍ଣ ଦଣ୍ଡ ପାଇବାକୁ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])