or_tn_old/heb/10/25.md

1.1 KiB

Let us not stop meeting together

ତୁମେ ସ୍ପଷ୍ଟ କରି ପାର ଯେ ଲୋକମାନେ ଉପାସନା କରିବାକୁ ଏକତ୍ର ହେଉଥିଲେ I ଅନ୍ୟଏକ ଅନୁବାଦରେ; “ଆସ ଆମ୍ଭେମାନେ ଉପାସନା କରିବାକୁ ଏକତ୍ର ହେବାରେ କ୍ଷାନ୍ତ ନ ହେଉ” (ଦେଖ: rc://*/ta/man/translate/figs-explicit)

as you see the day coming closer

ଏକ ଭବିଷ୍ୟତ ସମୟ ବିଷୟରେ କୁହାଯାଏ ଯେପରି ଏହା କହୁଥିବା ଲୋକ ନିକଟକୁ ଆସୁଥିବା ଗୋଟିଏ ବିଷୟ ଅଟେ I ଏଠାରେ “ଦିନ” ଯୀଶୁଙ୍କ ଆଗମନର ସମୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେପରି ତୁମ୍ଭେମାନେ ଜାଣ ଯେ ଖ୍ରୀଷ୍ଟ ଶୀଘ୍ର ଆଗମନ କରିବେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])