or_tn_old/heb/09/02.md

1.8 KiB

For

ଲେଖକ ଏବ୍ରୀ ୮:୭ରୁ ଆଲୋଚନା ଜାରି ରଖିଛନ୍ତି I

a tabernacle was prepared

ଗୋଟିଏ ଆବାସତମ୍ବୁ ନିର୍ମାଣ କରାଯାଇ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରାଯାଇ ଥିଲା I ଏହି ଚିନ୍ତାଧାରାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଇଶ୍ରାୟେଲୀୟମାନେ ଗୋଟିଏ ଆବାସତମ୍ବୁ ପ୍ରସ୍ତୁତ କଲେ” (ଦେଖ: rc://*/ta/man/translate/figs-activepassive)

the lampstand, the table, and the bread of the presence

ଏହି ବସ୍ତୁ ସମୁହ ନିର୍ଦ୍ଦିଷ୍ଟ ଅବ୍ୟୟ ଦ୍ବାରା ସଂଯୁକ୍ତ ହୋଇଛି, କାରଣ ଲେଖକ ଗ୍ରହଣ କରୁଛନ୍ତି ଯେ ତାହାଙ୍କ ପାଠକମାନେ ଏହିସବୁ ବିଷୟରେ ଆଗରୁ ଜାଣିଛନ୍ତି I

bread of the presence

ଏହାକୁ ଅନ୍ୟପଦ ସହିତ ସଜାଇ କୁହାଯାଇ ପାରିବ ଯେପରି ଗୁଣବାଚକ ବିଶେଷ୍ୟ “ଉପସ୍ଥିତି”କୁ “ଦେଖାଇବା” କିମ୍ବା “ଉପହାର ସ୍ବରୂପେ ଦେବା” କ୍ରିୟାଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ; “ଈଶ୍ବରଙ୍କ ସମ୍ମୁଖରେ ରଖା ଯିବା ରୋଟୀ” କିମ୍ବା “ଯାଜକମାନେ ଈଶ୍ବରଙ୍କୁ ଉପହାର ସ୍ବରୂପେ ଦେଉଥିବା ରୋଟୀ” (ଦେଖ: rc://*/ta/man/translate/figs-abstractnouns)