or_tn_old/heb/06/17.md

993 B

to the heirs of the promise

ଯେଉଁ ଲୋକମାନଙ୍କ ନିକଟରେ ଈଶ୍ବର ପ୍ରତିଜ୍ଞା କରିଥିଲେ ସେହି ବିଷୟରେ କୁହାଯାଏ ଯେପରି ସେମାନେ ପରିବାରର ଜଣେ ସଦସ୍ୟଙ୍କଠାରୁ ଧନସମ୍ପତ୍ତି ପ୍ରାପ୍ତ ହେଉଛନ୍ତି I ଅନ୍ୟଏକ ଅନୁବାଦରେ: ସେମାନଙ୍କ ନିମନ୍ତେ ଯେଉଁମାନେ ସେ ପ୍ରତିଜ୍ଞା କରିଥିବା ବିଷୟ ପ୍ରାପ୍ତ କରିବେ” (ଦେଖ: rc://*/ta/man/translate/figs-metaphor)

the unchangeable quality of his purpose

ଅତଏବ ତାହାଙ୍କ ଉଦ୍ଦେଶ୍ୟ କଦାପି ପରିବର୍ତ୍ତନ ହେବ ନାହିଁ କିମ୍ବା “ଅତଏବ ସେ ସର୍ବଦା କରିବେ ଯାହା କରିବେ ବୋଲି କହିଲେ”