or_tn_old/heb/06/02.md

770 B

nor the foundation of teaching ... eternal judgment

ମୌଳିକ ଶିକ୍ଷାଗୁଡିକ ବିଷୟରେ କୁହାଯାଏ ଯେପରି ସେସବୁ ଗୋଟିଏ ଭିତ୍ତିମୂଳ ଉପରେ ସ୍ଥାପନ କରାଯାଇଥିବା ଗୃହ ଥିଲେ I ଅନ୍ୟଏକ ଅନୁବାଦରେ: “ମୌଳିକ ଶିକ୍ଷାଗୁଡିକ ନୁହେଁ ...ଅନନ୍ତ ବିଚାର” (ଦେଖ: rc://*/ta/man/translate/figs-metaphor)

laying on of hands

ଏହି ପ୍ରଥା ଜଣେ ବ୍ୟକ୍ତିକୁ ବିଶେଷ ସେବା ଅବା ବିଶେଷ ପଦ ନିମନ୍ତେ ପୃଥକ୍ କରିବା ସକାଶେ କରା ଯାଉଥିଲା I