or_tn_old/heb/04/12.md

3.7 KiB

the word of God is living

ଏଠାରେ “ଈଶ୍ବରଙ୍କ ବାକ୍ୟ” ଯେକୌଣସି ବିଷୟକୁ ବୁଝାଏ ଯାହା ଈଶ୍ବର ମନୁଷ୍ୟମାନଙ୍କୁ ଜଣାଇଲେ, ସେ ବାକ୍ୟରେ ହେଉ କିମ୍ବା ଲିଖିତ ଆକାରରେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ବାକ୍ୟସମୁହ ଜୀବନ୍ତ ଅଟନ୍ତି”

living and active

ଏହା ଈଶ୍ବରଙ୍କ ବାକ୍ୟ ବିଷୟରେ କହେ ଯେପରି ଏହା ଜୀବନ୍ତ ଅଟେ I ଏହାର ଅର୍ଥ ଈଶ୍ବର କହନ୍ତି, ଏହା ଶକ୍ତିଯୁକ୍ତ ଓ ଫଳପ୍ରଦ ଅଟେ I (ଦେଖ: rc://*/ta/man/translate/figs-personification)

sharper than any two-edged sword

ଏକ ଦ୍ବିଧାର ଖଡ୍ଗ ସହଜରେ ଜଣେ ବ୍ୟକ୍ତିର ମାଂସକୁ କାଟି ପାରିବ I ଈଶ୍ବରଙ୍କ ବାକ୍ୟ ଅତ୍ୟନ୍ତ ଫଳପ୍ରଦ ଯାହାକି ଜଣେ ବ୍ୟକ୍ତିର ହୃଦୟ ଓ ଭାବନାରେ ରହେ I (ଦେଖ: rc://*/ta/man/translate/figs-metaphor)

two-edged sword

ଏକ ତୀକ୍ଷ୍ନଧାର ଖଡ୍ଗ ଯାହା ଉଭୟ ଧାର ତୀକ୍ଷ୍ନ ଅଟେ

It pierces even to the dividing of soul and spirit, of joints and marrow

ଏହା ଈଶ୍ବରଙ୍କ ବାକ୍ୟ ବିଷୟରେ କହି ଚାଲିଛି ଯେପରି ଏହା ଏକ ଖଡ୍ଗ ଅଟେ I ଏଠାରେ ଖଡ୍ଗଟି ଏତେ ତୀକ୍ଷ୍ନ ଯେ ଏହା ମନୁଷ୍ୟର ଅଙ୍ଗଗୁଡିକୁ କାଟି ବିଭକ୍ତ କରି ଦେବ ଯାହା ବିଭକ୍ତ କରିବାକୁ କଷ୍ଟକର ଅବା ଏପରିକି ଅସମ୍ଭବ ଅଟେ I ଏହାର ଅର୍ଥ ଯେ ଆମ୍ଭମାନଙ୍କ ଭିତରେ ଥିବା କୌଣସି ବିଷୟ ଯାହା ଆମ୍ଭେମାନେ ଈଶ୍ବରଙ୍କଠାରୁ ଲୁଚାଇ ପାରିବା ନାହିଁ I (ଦେଖ: rc://*/ta/man/translate/figs-metaphor)

soul and spirit

ଏଗୁଡିକ ଦୁଇଟି ଭିନ୍ନ ଅଟନ୍ତି କିନ୍ତୁ ଅତି ନିକଟବର୍ତ୍ତୀ ଅଶାରୀରିକ ଅଂଶ ଅଟେ I “ପ୍ରାଣ” ଯାହା ମନୁଷ୍ୟକୁ ଜୀବିତ ଅବସ୍ଥାର କାରଣ ହୁଏ I “ଆତ୍ମା” ଜଣେ ମନୁଷ୍ୟର ସେହି ଅଂଶ ଅଟେ ଯାହା ତାହାକୁ ଈଶ୍ବରଙ୍କୁ ଜାଣିବାରେ ଓ ବିଶ୍ବାସ କରିବାରେ ସକ୍ଷମ କରିଥାଏ I

joints and marrow

“ବିଚ୍ଛେଦ” ଯାହା ଦୁଇଟି ଅସ୍ଥିକୁ ଏକତ୍ର କରି ରଖେ I “ମଜ୍ଜା” ଅସ୍ଥିର ମଧ୍ୟଅଂଶ ଅଟେ I

is able to discern

ଏହା ଈଶ୍ବରଙ୍କ ବାକ୍ୟ ବିଷୟରେ କହେ ଯେପରି ଜଣେ ବ୍ୟକ୍ତି, ଯେ କୌଣସି ବିଷୟ ଜାଣି ପାରିବ I ଅନ୍ୟଏକ ଅନୁବାଦରେ: “ପ୍ରକାଶ କରେ” (ଦେଖ: rc://*/ta/man/translate/figs-personification)

the thoughts and intentions of the heart

ଏଠାରେ ହୃଦୟ “ଆନ୍ତରିକ ପୁରୁଷ’ ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ: “ଯାହା ଜଣେ ବ୍ୟକ୍ତି ବିବେଚନା କରେ ଏବଂ କରିବାକୁ ଇଚ୍ଛା କରେ: (ଦେଖ: rc://*/ta/man/translate/figs-metonymy)