or_tn_old/heb/04/10.md

739 B

he who enters into God's rest

ଈଶ୍ବରଙ୍କ ଦ୍ବାରା ଦିଆଯାଇଥିବା ଶାନ୍ତି ଓ ନିରାପତ୍ତା ବିଷୟରେ କୁହାଯାଏ ଯେପରି ସେସବୁ ଗୋଟିଏ ପ୍ରବେଶ କରିବାର ସ୍ଥାନ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଯେଉଁ ବ୍ୟକ୍ତି ଈଶ୍ବରଙ୍କ ବିଶ୍ରାମର ସ୍ଥାନରେ ପ୍ରବେଶ କରେ” କିମ୍ବା “ ଯେଉଁ ବ୍ୟକ୍ତି ଈଶ୍ବରଙ୍କ ବିଶ୍ରାମର ଆଶୀର୍ବାଦକୁ ଆସ୍ବାଦନ କରେ” (ଦେଖ: rc://*/ta/man/translate/figs-metaphor)