or_tn_old/heb/04/06.md

1.1 KiB

it still remains that some will enter his rest

ଈଶ୍ବରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ଶାନ୍ତି ଓ ନିରାପତ୍ତା ବିଷୟରେ କୁହାଯାଏ ଯେ ସତେ ଯେପରି ସେସବୁ ସେ ଦେଇପାରୁଥିବା ବିଶ୍ରାମ ଓ ସତେ ଯେପରି ଲୋକମାନେ ଯାଇପାରୁଥିବା ଗୋଟିଏ ସ୍ଥାନ I ବିକଳ୍ପ ଅନୁବାଦ; “ଈଶ୍ବର ତଥାପି ସୁଦ୍ଧା କେତେକ ଲୋକଙ୍କୁ ଆପଣା ବିଶ୍ରାମର ସ୍ଥାନରେ ପ୍ରବେଶକରିବାକୁ ଦିଅନ୍ତି” କିମ୍ବା “ଈଶ୍ବର ତଥାପି ସୁଦ୍ଧା କେତେକ ଲୋକଙ୍କୁ ଆପଣା ବିଶ୍ରାମର ଆଶୀର୍ବାଦକୁ ଆସ୍ବାଦନ କରିବାକୁ ଦିଅନ୍ତି” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-metaphor]])