or_tn_old/heb/04/03.md

3.5 KiB

General Information:

ଏଠାରେ ପ୍ରଥମ ଉଦ୍ଧୃତ ବାକ୍ୟ, “ଏଣୁ ଆମ୍ଭେ ଶପଥ କଲୁ ...ବିଶ୍ରାମରେ ପ୍ରବେଶ କରିବେ ନାହିଁ,” ଏକ ଗୀତସଂହିତାରୁ ଆସିଅଛି I ଦ୍ବିତୀୟ ଉଦ୍ଧୃତ ବାକ୍ୟ, “ଈଶ୍ବର ...କାର୍ଯ୍ୟରୁ ବିଶ୍ରାମ କଲେ,” ମୋଶାଙ୍କ ଲେଖାରୁ ଆସିଅଛି I ତୃତୀୟ ଉଦ୍ଧୃତ ବାକ୍ୟ, “ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ,” ପୁଣି ଥରେ ସେହି ଗୀତରୁ ଆସିଅଛି I

we who have believed

ଆମ୍ଭେ ଯେଉଁମାନେ ବିଶ୍ବାସ କରୁଅଛୁ

we who have believed enter that rest

ଈଶ୍ବରଙ୍କ ଦ୍ବାରା ଦିଆଯାଇଥିବା ଶାନ୍ତି ଓ ନିରାପତ୍ତା ବିଷୟରେ କୁହାଯାଏ ଯେପରି ସେସବୁ ସେ ଦେଇ ପାରୁଥିବା ବିଶ୍ରାମ ଓ ଯେପରି ଲୋକମାନେ ଯାଇ ପାରୁଥିବା ଏକ ସ୍ଥାନ ଥିଲେ I ଅନ୍ୟଏକ ଅନୁବାଦରେ; “ଆମ୍ଭେ ଯେଉଁମାନେ ବିଶ୍ବାସ କରିଅଛୁ, ବିଶ୍ରାମର ସ୍ଥାନରେ ପ୍ରବେଶ କରିବୁ” କିମ୍ବା “ଆମ୍ଭେ ଯେଉଁମାନେ ବିଶ୍ବାସ କରିଅଛୁ, ଈଶ୍ବରଙ୍କ ବିଶ୍ରାମର ଆଶୀର୍ବାଦ ଆସ୍ବାଦନ କରିବୁ” (ଦେଖ: rc://*/ta/man/translate/figs-metaphor)

just as he said

ଈଶ୍ବର ଯେପରି କହିଥିଲେ

As I swore in my wrath

ଆମ୍ଭେ କ୍ରୋଧ କରିବା ସମୟରେ ଯେପରି ଶପଥ କରିଥିଲୁ

They will never enter my rest

ଈଶ୍ବରଙ୍କ ଦ୍ବାରା ଦିଆଯାଇଥିବା ଶାନ୍ତି ଓ ନିରାପତ୍ତା ବିଷୟରେ କୁହାଯାଏ ଯେପରି ସେସବୁ ସେ ଦେଇ ପାରୁଥିବା ବିଶ୍ରାମ ଓ ଯେପରି ଲୋକମାନେ ଯାଇ ପାରୁଥିବା ଗୋଟିଏ ସ୍ଥାନ ଥିଲେ I ଅନ୍ୟଏକ ଅନୁବାଦରେ; “ସେମାନେ କଦାପି ବିଶ୍ରାମର ସ୍ଥାନରେ ପ୍ରବେଶ କରିବେ ନାହିଁ” କିମ୍ବା “ସେମାନେ କଦାପି ଆମ୍ଭ ବିଶ୍ରାମର ଆଶୀର୍ବାଦ ଆସ୍ବାଦନ କରିବେ ନାହିଁ” (ଦେଖ: rc://*/ta/man/translate/figs-metaphor)

his works were finished

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ବିକଳ୍ପ ଅନୁବାଦ: “ସେ ସୃଷ୍ଟିକରିବା ସମାପ୍ତ କଲେ” କିମ୍ବା “ସେ ଆପଣା ସୃଷ୍ଟିର କାର୍ଯ୍ୟ ସମାପ୍ତ କଲେ”(ଦେଖ: rc://*/ta/man/translate/figs-activepassive)

from the foundation of the world

ଲେଖକ ଜଗତ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଭିତ୍ତିମୂଳ ଉପରେ ସ୍ଥାପିତ ଗୋଟିଏ ଗୃହ I ବିକଳ୍ପ ଅନୁବାଦ: “ଜଗତର ଆରମ୍ଭରେ” (ଦେଖ: rc://*/ta/man/translate/figs-metaphor)