or_tn_old/heb/03/intro.md

2.3 KiB

ଏବ୍ରୀ ୦୩ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂରକୁ ଡାହାଣ ପଟକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୩:୭-୧୧,୧୫ରେ ଏହା କରୁଅଛି, ଯାହା ପୁରାତନ ନିୟମର ଶବ୍ଦସମୁହ ଅଟନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଭ୍ରାତୃଗଣ

ଲେଖକ ସମ୍ଭବତଃ “ଭ୍ରାତୃଗଣ” ଶବ୍ଦ ଖ୍ରୀଷ୍ଟିଆନମାନଙ୍କୁ ଦର୍ଶାଇବା ନିମନ୍ତେ ବ୍ୟବହାର କରନ୍ତି ଯେଉଁମାନେ ଯିହୁଦୀ ଭାବେ ବୃଦ୍ଧି ହେଲେ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ତୁମ୍ଭମାନଙ୍କ ହୃଦୟକୁ କଠିନ କର

ଜଣେ ବ୍ୟକ୍ତି ଯେ ଆପଣା ହୃଦୟକୁ କଠିନ କରେ ସେହି ବ୍ୟକ୍ତି ଈଶ୍ବରଙ୍କ ବାକ୍ୟ ଶୁଣିବ ନାହିଁ କିମ୍ବା ପାଳନ କରିବ ନାହିଁ I (ଦେଖ: rc://*/ta/man/translate/figs-metaphor)

ଭାବ ପ୍ରକାଶକ ପ୍ରଶ୍ନ ସମୂହ

ଲେଖକ ଆପଣା ପାଠକମାନଙ୍କୁ ସତର୍କ କରାଇବା ଉଦେଶ୍ବରେ ଭାବ ପ୍ରକାଶକ ପ୍ରଶ୍ନଗୁଡିକୁ ବ୍ୟବହାର କରୁଛନ୍ତି I ଉଭୟ ସେ ଓ ପାଠକମାନେ ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣନ୍ତି ଏବଂ ଲେଖକ ଜାଣନ୍ତି ଯେ ପାଠକମାନେ ଏହି ପ୍ରଶ୍ନଗୁଡିକର ଉତ୍ତର ସମ୍ବନ୍ଧରେ ଚିନ୍ତା କରିବା ସମୟରେ, ସେମାନେ ଅନୁଭବ କରି ପାରିବେ ଯେ ସେମାନେ ଈଶ୍ବରଙ୍କ ବାକ୍ୟ ଶୁଣିବା ଓ ପାଳନ କରିବା ଆବଶ୍ୟକ I