or_tn_old/heb/03/18.md

1.6 KiB

To whom did he swear that they would not enter his rest, if it was not to those who disobeyed him?

ଲେଖକ ଆପଣା ପାଠକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନଗୁଡିକ ବ୍ୟବହାର କରନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଏହା ସେମାନଙ୍କ ନିମନ୍ତେ ଥିଲା ଯେଉଁମାନେ ଅନାଜ୍ଞାବହ ହେଲେ ଯାହା ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ ବୋଲି ଶପଥ କରିଥିଲେ I” (ଦେଖ: rc://*/ta/man/translate/figs-rquestion)

they would not enter his rest

ଈଶ୍ବରଙ୍କ ଦ୍ବାରା ଦିଆଯାଇ ଥିବା ଶାନ୍ତି ଓ ନିରାପତ୍ତା ବିଷୟରେ କୁହାଯାଏ ଯେପରି ସେସବୁ ସେ ଦେଇ ପାରୁଥିବା ବିଶ୍ରାମ ଓ ଯେପରି ଲୋକମାନେ ଯାଇ ପାରୁଥିବା ଏକ ସ୍ଥାନ ଅଟେ I ଅନ୍ୟଏକ ଅନୁବାଦରେ; “ସେମାନେ ବିଶ୍ରାମର ସ୍ଥାନରେ କଦାପି ପ୍ରବେଶ କରିବେ ନାହିଁ” କିମ୍ବା “ଆମ୍ଭେ ସେମାନଙ୍କୁ କଦାପି ତାହାଙ୍କ ବିଶ୍ରାମର ଆଶୀର୍ବାଦ ଆସ୍ବାଦନ କରିବେ ନାହିଁ” (ଦେଖ: rc://*/ta/man/translate/figs-metaphor)