or_tn_old/heb/03/12.md

1.8 KiB

brothers

ଏଠାରେ ଏହା ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କୁ ସମ୍ପୃକ୍ତ କରି ସହ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଭ୍ରାତାଗଣ ଏବଂ ଭଗ୍ନୀଗଣ” କିମ୍ବା “ସହ ବିଶ୍ବାସୀଗଣ” (ଦେଖ: rc://*/ta/man/translate/figs-metaphor)

there will not be anyone with an evil heart of unbelief, a heart that turns away from the living God

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ଅବା ଇଚ୍ଛାକୁ ବୁଝାଉ ଥିବା ଗୋଟିଏ ରୂପକ ଅଟେ I ଈଶ୍ବରଙ୍କୁ ବିଶ୍ବାସ କରିବା ଓ ତାହାଙ୍କ ଅଜ୍ଞା ପାଳନକୁ ପ୍ରତ୍ୟାଖାନ କରିବା ବିଷୟରେ କୁହାଯାଏ ଯେପରି ହୃଦୟ ବିଶ୍ବାସ କଲା ନାହିଁ ଏବଂ ଏହା ଶାରୀରିକଭାବରେ ଈଶ୍ବରଙ୍କଠାରୁ ଦୂରକୁ ଫେରିଗଲା I ଅନ୍ୟଏକ ଅନୁବାଦରେ: “ସତ୍ୟକୁ ବିଶ୍ବାସ କରିବାକୁ ଅଗ୍ରାହ୍ୟ କରୁଥିବା ଓ ଜୀବିତ ଈଶ୍ବରଙ୍କ ଅଜ୍ଞା ପାଳନ କରିବାରେ ପ୍ରତ୍ୟାଖାନ କରୁଥିବା ତୁମ୍ଭମାନଙ୍କ ମଧ୍ୟରୁ ଯେକୌଣସି ବ୍ୟକ୍ତି ସେଠାରେ ରହିବେ ନାହିଁ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])

the living God

ସତ୍ୟ ଈଶ୍ବର ଯେ ପ୍ରକୃତରେ ଜୀବିତ ଅଟନ୍ତି