or_tn_old/heb/03/11.md

904 B

They will never enter my rest

ଈଶ୍ବରଙ୍କ ଦ୍ବାରା ଦିଆଯାଇ ଥିବା ଶାନ୍ତି ଓ ନିରାପତ୍ତା ବିଷୟରେ କୁହାଯାଏ ଯେପରି ସେସବୁ ବିଶ୍ରାମ ଥିଲେ ଯାହା ସେ ଦେଇ ପାରୁଥିଲେ, ଏବଂ ଯେପରି ଯେଉଁ ସ୍ଥାନକୁ ଲୋକମାନେ ଯାଇ ପାରୁଥିଲେ I ଅନ୍ୟଏକ ଅନୁବାଦରେ; “ସେମାନେ ବିଶ୍ରାମର ସ୍ଥାନରେ କଦାପି ପ୍ରବେଶ କରିବେ ନାହିଁ” କିମ୍ବା “ଆମ୍ଭେ ସେମାନଙ୍କୁ କଦାପି ଆମ୍ଭ ବିଶ୍ରାମର ଆଶୀର୍ବାଦ ଆସ୍ବାଦନ କରିବାକୁ ଦେବା ନାହିଁ” (ଦେଖ: rc://*/ta/man/translate/figs-metaphor)