or_tn_old/heb/03/10.md

1.6 KiB

forty years

୪୦ ବର୍ଷ (ଦେଖ: rc://*/ta/man/translate/translate-numbers)

I was displeased

ଆମ୍ଭେ କ୍ରୋଧ କଲୁ କିମ୍ବା “ଆମ୍ଭେ ଅତିଶୟ ବିରକ୍ତ ହେଲୁ”

They have always gone astray in their hearts

ଏଠାରେ “ସେମାନେ ହୃଦୟରେ ଭ୍ରାନ୍ତ ହେଲେ” ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ନହେବା ନିମନ୍ତେ ଏକ ରୂପକ ଅଟେ I ଏଠାରେ “ହୃଦୟ” ମନ ବା ଇଚ୍ଛାର ଏକ ପ୍ରତିଛବି ଅଟେ I ଅନ୍ୟଏକ ଅନୁବାଦରେ: “ସେମାନେ ସର୍ବଦା ଆମ୍ଭକୁ ଅଗ୍ରାହ୍ୟ କଲେ” କିମ୍ବା “ସେମାନେ ସର୍ବଦା ଆମ୍ଭର ବାଧ୍ୟ ହେବାକୁ ପ୍ରତ୍ୟାଖାନ କଲେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])

They have not known my ways

ଏହା ଜଣେ ବ୍ୟକ୍ତିର ଜୀବନରେ ଆଚରଣର ଶୈଳୀ ବିଷୟରେ କହେ ଯେପରି ଏହା ଗୋଟିଏ ମାର୍ଗ ବା ପଥ ଅଟେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ଜୀବନରେ ସେମାନେ କିପରି ଆଚରଣ କରନ୍ତୁ ବୋଲି ଆମ୍ଭେ ଚାହିଁଲୁ, ସେମାନେ ବୁଝିଲେ ନାହିଁ” (ଦେଖ: rc://*/ta/man/translate/figs-metaphor)