or_tn_old/heb/03/06.md

1.7 KiB

Son

ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ନିମନ୍ତେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

in charge of God's house

ଏହା ଈଶ୍ବରଙ୍କ ଲୋକମାନଙ୍କ ବିଷୟରେ କହେ ଯେପରି ସେମାନେ ଗୋଟିଏ ଆକ୍ଷରିକ ଗୃହ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଯେ ଈଶ୍ବରଙ୍କ ଲୋକମାନଙ୍କ ଉପରେ ଶାସନ କରନ୍ତି” (ଦେଖ: rc://*/ta/man/translate/figs-metaphor)

We are his house

ଏହା ଈଶ୍ବରଙ୍କ ଲୋକମାନଙ୍କ ବିଷୟରେ କହେ ଯେପରି ସେମାନେ ଗୋଟିଏ ଆକ୍ଷରିକ ଗୃହ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ଈଶ୍ବରଙ୍କ ଲୋକ ଅଟୁ” (ଦେଖ: rc://*/ta/man/translate/figs-metaphor)

if we hold fast to our courage and the hope of which we boast

ଏଠାରେ “ସାହସ” ଓ “ଭରସା” ଗୁଣବାଚକ ବିଶେଷ୍ୟ ଅଟନ୍ତି ଏବଂ ଏ ସମସ୍ତ କ୍ରିୟା ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି ଆମ୍ଭେମାନେ ସାହସିକ ହୋଇ ଆନନ୍ଦ ସହକାରେ ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସେ କରିବା ନିମନ୍ତେ ଅପେକ୍ଷା କରୁ” (ଦେଖ: rc://*/ta/man/translate/figs-abstractnouns)