or_tn_old/heb/03/05.md

1.2 KiB
Raw Permalink Blame History

in God's entire house

ଯେଉଁ ଏବ୍ରୀୟ ଲୋକମାନଙ୍କ ନିକଟରେ ଈଶ୍ବର ଆପଣାକୁ ପ୍ରକାଶ କରିବା କୁହାଯାଏ ଯେପରି ସେମାନେ ଗୋଟିଏ ଆକ୍ଷରିକ ଗୃହ ଅଟନ୍ତି I ଦେଖ ଏବ୍ରୀ ୩:ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-metaphor)

bearing witness about the things

ଏହି ବାକ୍ୟାଂଶ ସମ୍ଭବତଃ ମୋଶାଙ୍କ ସମସ୍ତ କାର୍ଯ୍ୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମୋଶାଙ୍କ ଜୀବନ ଓ କାର୍ଯ୍ୟ ଏହିସବୁ ବିଷୟକୁ ଇଙ୍ଗିତ କରୁଥିଲା” (ଦେଖ: rc://*/ta/man/translate/figs-metonymy)

were to be spoken of in the future

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ଭବିଷ୍ୟତରେ କହିବେ” (ଦେଖ: rc://*/ta/man/translate/figs-activepassive)