or_tn_old/heb/03/04.md

683 B

the one who built everything

ଜଗତ ସୃଷ୍ଟି କରିବାରେ ଈଶ୍ବରଙ୍କ କାର୍ଯ୍ୟ ବିଷୟରେ କୁହାଯାଏ ଯେପରି ସେ ଗୋଟିଏ ଗୃହ ନିର୍ମାଣ କରିଥିଲେ I (ଦେଖ: rc://*/ta/man/translate/figs-metaphor)

every house is built by someone

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ଗୃହ କେହି ନା କେହି ସ୍ଥାପନ କରି ଅଛନ୍ତି” (ଦେଖ: rc://*/ta/man/translate/figs-activepassive)