or_tn_old/heb/03/01.md

2.6 KiB

Connecting Statement:

ଏହି ଦ୍ବିତୀୟ ସତର୍କବାଣୀ ଦୀର୍ଘ ଓ ଅଧିକ ବିସ୍ତୃତ ଅଟେ ଏବଂ ଏହା ୩ ଏବଂ ୪ ଅଧ୍ୟାୟକୁ ଅନ୍ତର୍ଭୁକ୍ତ କରେ I ଲେଖକ ଏହା ଦର୍ଶାଇବା ନିମନ୍ତେ ଆରମ୍ଭ କରନ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଦାସ ମୋଶାଙ୍କ ଅପେକ୍ଷା ଶ୍ରେଷ୍ଠ ଅଟନ୍ତି I

holy brothers

ଏଠାରେ “ଭ୍ରାତୃଗଣ” ଶବ୍ଦ ଉଭୟ ପୁରୁଷ ଓ ସ୍ତ୍ରୀଙ୍କୁ ସମ୍ପୃକ୍ତ କରି, ସହ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ I ଅନ୍ୟଏକ ଅନୁବାଦରେ: “ପବିତ୍ର ଭ୍ରାତୃଗଣ ଏବଂ ଭଗ୍ନୀଗଣ” କିମ୍ବା “ମୋହର ପବିତ୍ର ସହ ବିଶ୍ବାସୀଗଣ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-gendernotations]])

you share in a heavenly calling

ଏଠାରେ “ସ୍ବର୍ଗୀୟ” ଶବ୍ଦଟି ଈଶ୍ବରଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ ଏକତ୍ର ଆହ୍ବାନ କରି ଅଛନ୍ତି” (ଦେଖ: rc://*/ta/man/translate/figs-metonymy)

the apostle and high priest

ଏଠାରେ “ପ୍ରେରିତ” ଶବ୍ଦର ଅର୍ଥ, ଯାହାକୁ ପ୍ରେରଣ କରାଯାଇଅଛି I ଏହି ଅନୁଚ୍ଛେଦରେ, ଏହା ବାରଜଣ ପ୍ରେରିତଙ୍କ ମଧ୍ୟରୁ କାହା ବିଷୟରେ ଉଲ୍ଲେଖ କରେ ନାହି I ଅନ୍ୟଏକ ଅନୁବାଦରେ: “ଯାହାଙ୍କୁ ଈଶ୍ବର ପ୍ରେରଣ କଲେ ଓ ଯେ ମହାଯାଜକ ଅଟନ୍ତି”

of our confession

ଏହାକୁ ଅନ୍ୟ ଶବ୍ଦ ସହିତ ସଂଯୁକ୍ତ କରାଯାଇ ପାରେ ଯେହେତୁ ଗୁଣବାଚକ ବିଶେଷଣ “ସ୍ବୀକୃତି”କୁ “ସ୍ବୀକାର କରିବା” କ୍ରିୟା ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାଙ୍କୁ ଆମ୍ଭେମାନେ ସ୍ବୀକାର କରୁ” କିମ୍ବା “ଯାହାଙ୍କୁ ଆମ୍ଭେମାନେ ବିଶ୍ବାସ କରୁ” (ଦେଖ: rc://*/ta/man/translate/figs-abstractnouns)