or_tn_old/heb/02/15.md

937 B

This was so that he would free all those who through fear of death lived all their lives in slavery

ମୃତ୍ୟୁର ଭୟ ବିଷୟରେ କୁହାଯାଏ ଯେପରି ଏହା ଏକ ପ୍ରକାର ଦାସତ୍ବ ଅଟେ I ଜଣକର ଭୟକୁ ଦୂର କରାଯିବା ବିଷୟରେ କୁହାଯାଏ ଯେପରି ସେହି ବ୍ୟକ୍ତିକୁ ଦାସତ୍ବରୁ ମୁକ୍ତ କରା ଯାଉଅଛି I ଅନ୍ୟଏକ ଅନୁବାଦରେ: “ଏହା ହେଲା ଯେପରି ସେ ସମସ୍ତ ଲୋକମାନଙ୍କୁ ମୁକ୍ତ କରି ପାରିବେ I କାରଣ ଆମ୍ଭେମାନେ ଦାସ ସଦୃଶ ଜୀବନ ଯାପନ କରୁଥିଲୁ କାରଣ ଆମ୍ଭେମାନେ ମୃତ୍ୟୁକୁ ଭୟ କରୁଥିଲୁ” (ଦେଖ: rc://*/ta/man/translate/figs-metaphor)