or_tn_old/heb/02/12.md

693 B

I will proclaim your name to my brothers

ଏଠାରେ “ନାମ” ଜଣେ ବ୍ୟକ୍ତିର ସୁଖ୍ୟାତି ଓ ସେମାନଙ୍କ କର୍ମକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭେ କରିଥିବା ମହତ୍ କର୍ମସବୁ ଘୋଷଣା କରିବି” (ଦେଖ: rc://*/ta/man/translate/figs-metonymy)

from inside the assembly

ଯେତେବେଳେ ବିଶ୍ବାସୀମାନେ ଏକତ୍ରହୋଇ ଈଶ୍ବରଙ୍କ ଉପାସନା କରିବାକୁ ଆସନ୍ତି