or_tn_old/heb/02/06.md

1.9 KiB

What is man, that you are mindful of him?

ଏହି ଭାବ ପ୍ରକାଶକ ପ୍ରଶ୍ନ ମନୁଷ୍ୟର ନ୍ୟୁନତାକୁ ଗୁରୁତ୍ବାରୋପ କରେ ଏବଂ ଆଶ୍ଚର୍ଯ୍ୟଭାବ ପ୍ରକାଶ କରେ ଯେ ଈଶ୍ବର ସେମାନଙ୍କ ପ୍ରତି ମନଯୋଗ କରିବେ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ସନ୍ତାନଗଣ ନ୍ୟୁନ ଅଟନ୍ତି, ଏବଂ ତଥାପି ତୁମ୍ଭେ ସେମାନଙ୍କ ପ୍ରତି ମନଯୋଗୀ ଅଟ !” (ଦେଖ: rc://*/ta/man/translate/figs-rquestion)

Or a son of man, that you care for him?

“ମନୁଷ୍ୟପୁତ୍ର” ରୂଢ଼ି ଶବ୍ଦ ମନୁଷ୍ୟମାନଙ୍କୁ ବୁଝାଏ I ଏହି ଭାବ ପ୍ରକାଶକ ପ୍ରଶ୍ନ ସାଧାରଣ ଭାବରେ ପ୍ରଥମ ପ୍ରଶ୍ନ ସଦୃଶ ସମାନ ଅର୍ଥ ପ୍ରକାଶ କରେ I ଏହା ଆଶ୍ଚର୍ଯ୍ୟଭାବ ପ୍ରକାଶ କରେ ଯେ ଈଶ୍ବର ମନୁଷ୍ୟମାନଙ୍କର ଯତ୍ନ ନେବେ, ଯେଉଁମାନେ ନ୍ୟୁନ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ମନୁଷ୍ୟଜାତି ଗୁରୁତ୍ବବିହୀନ ଅଟନ୍ତି ତଥାପି ତୁମ୍ଭେ ସେମାନଙ୍କର ଯତ୍ନ ନେଉ ଅଛ!” (ଦେଖ: [[rc:///ta/man/translate/figs-idiom]] ଓ [[rc:///ta/man/translate/figs-parallelism]] ଓ rc://*/ta/man/translate/figs-rquestion)

Or a son of man

ପୂର୍ବ ପ୍ରଶ୍ନଟିରୁ କ୍ରିୟା ବ୍ୟବହାର କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିମ୍ବା ମନୁଷ୍ୟ ସନ୍ତାନ କିଏ ଯେ” (ଦେଖ: rc://*/ta/man/translate/figs-ellipsis)