or_tn_old/heb/02/03.md

2.0 KiB

how then can we escape if we ignore so great a salvation?

ଲେଖକ ଏହି ବିଷୟକୁ ଗୁରୁତ୍ବଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ଲୋକମାନେ ନିଶ୍ଚିତ ଭାବରେ ଦଣ୍ଡ ପାଇବେ ଯଦି ସେମାନେ ଖ୍ରୀଷ୍ଟଙ୍କ ଦ୍ବାରା ସାଧିତ ଈଶ୍ବରଙ୍କ ପରିତ୍ରାଣକୁ ଅଗ୍ରାହ୍ୟ କରିବେ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ଆମ୍ଭମାନଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ଦେବେ ଯଦି ଆମ୍ଭେମାନେ ଈଶ୍ବରଙ୍କ ପରିତ୍ରାଣର ବାର୍ତ୍ତା ପ୍ରତି ମନଯୋଗ ନ କରିବା !” (ଦେଖ: rc://*/ta/man/translate/figs-rquestion)

ignore

ମନଯୋଗ ନ କରିବା କିମ୍ବା “ଲଘୁଜ୍ଞାନ କରିବା”

This is salvation that was first announced by the Lord and confirmed to us by those who heard it

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଗୁଣବାଚକ ବିଶେଷ୍ୟ “ପରିତ୍ରାଣ”କୁ ଏକ କ୍ରିୟା ରୂପକ ବାକ୍ୟାଂଶରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ପ୍ରଭୁ ସ୍ବୟଂ ପ୍ରଥମେ ଈଶ୍ବରଙ୍କ ପରିତ୍ରାଣର ବାର୍ତ୍ତା ସମ୍ବନ୍ଧରେ ଘୋଷଣା କଲେ ଏବଂ ଯେଉଁମାନେ ସେହି ବାର୍ତ୍ତା ଶୁଣିଲେ ତାହା ଆମ୍ଭମାନଙ୍କ ନିକଟରେ ପ୍ରମାଣ ସିଦ୍ଧ କଲେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-abstractnouns]])