or_tn_old/gal/05/intro.md

2.7 KiB

ଗଲତୀୟ ୦୫ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଏବଂ ଆକୃତି

ପାଉଲ ମୋଶଙ୍କ ବ୍ୟବସ୍ଥା ବିଷୟରେ ଏପରି ବର୍ଣ୍ଣନା କରିବା ଜାରି ରଖିଛନ୍ତି ଯାହା ଜଣେ ବ୍ୟକ୍ତିକୁ ଯେପରି ଫାନ୍ଦରେ ବା ଦାସତ୍ୱରେ ରଖେ । (ଦେଖ: rc://*/tw/dict/bible/kt/lawofmoses)

ଏହି ଅଧ୍ୟାୟରେ ବିଶେଷ ଧାରଣା

ଆତ୍ମାଙ୍କ ଫଳ

ବାକ୍ୟାଶଂ “ଆତ୍ମାଙ୍କ ଫଳ” ବହୁବଚନ ନୁହେଁ, ଯଦ୍ୟାପି ଏହା କେତେକ ବିଷୟର ଏକ ତାଲିକା ଦିଆଯାଇଛି । ଯଦି ସମ୍ଭବ ହେଲେ ଅନୁବାଦକମାନେ ଏହାକୁ ଏକବଚନ ରୂପରେ ରଖିବା ଉଚିତ । (ଦେଖ: rc://*/tw/dict/bible/other/fruit)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଉଦାହରଣଗୁଡିକ

ପାଉଲ ଏହି ଅଧ୍ୟାୟରେ ନିଜର କଥାକୁ ସ୍ପଷ୍ଟରୁପେ ବ୍ୟାଖ୍ୟା କରନ୍ତି ଏବଂ ଜଟିଳ ବିଷୟଗୁଡିକୁ ବୁଝେଇଵା ନିମନ୍ତେ ସାହାଯ୍ୟ କରି ବିଭିନ୍ନ ରୁପକ ବ୍ୟବହାର କରୁଛନ୍ତି (ଦେଖ: rc://*/ta/man/translate/figs-metaphor)

ଏହି ଅଧ୍ୟାୟରେ ସମ୍ଭାବିତ ଅନୁବାଦ ସମସ୍ୟା

ତୁମେମାନେ ଖ୍ରୀଷ୍ଟଙ୍କଠାରୁ ବିଛିନ୍ନ ହୋଇଅଛ, ତୁମେମାନେ ବ୍ୟବସ୍ଥା ଦ୍ବାରା ଧାର୍ମିକ ହେବ; ତୁମେମାନେ ଆଉ ଅନୁଗ୍ରହକୁ ଅନୁଭବ କରୁନାହଁ ।”

କେତେକ ବିଦ୍ବାନମାନେ ପାଉଲ ଶିକ୍ଷାଦେବା ବିଶ୍ୱାସ କରନ୍ତି ଯେ ସୁନ୍ନତ ହେବା ଦ୍ୱାରା ଜଣେ ବ୍ୟକ୍ତି ନିଜର ପରିତ୍ରାଣ ହରାଇବାକୁ ପଡିଥାଏ । ଅନ୍ୟ ବିଦ୍ବାନମାନେ ପାଉଲଙ୍କ ଅର୍ଥକୁ ଏପରି କହନ୍ତି ଯେ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପରମେଶ୍ବରଙ୍କ ସହିତ ଧାର୍ମିକ ହେବା ନିମନ୍ତେ ଚେଷ୍ଟା କରୁଥିବା ବ୍ୟକ୍ତି ଅନୁଗ୍ରହଠାରୁ ବଞ୍ଚିତ ହୋଇଥାଏ । (ଦେଖ: rc://*/tw/dict/bible/kt/grace)