or_tn_old/gal/05/24.md

1.8 KiB

have crucified the sinful nature with its passions and desires

ପାଉଲ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କହନ୍ତି ଯେଉଁମାନେ ସେମାନଙ୍କ ନିଜର ପାପପୂର୍ଣ୍ଣ ସ୍ବଭାବ ଅନୁସାରେ ବଞ୍ଚିବା ନିମନ୍ତେ ଅଗ୍ରାହ୍ୟ କରନ୍ତି ଯେପରି ସେ ଜଣେ ବ୍ୟକ୍ତି ଥିଲା ଏବଂ ସେମାନେ ଏହାକୁ ଏକ କ୍ରୁଶରେ ମାରି ଦେଇଛନ୍ତି । ଅନ୍ୟ ଏକ ଅନୁବାଦରେ: “ପାପପୂର୍ଣ୍ଣ ସ୍ବଭାବର ଇଚ୍ଛା ଓ ଲାଲସା ଅନୁସାରେ ବଞ୍ଚିବା ନିମନ୍ତେ ପ୍ରତ୍ୟାଖ୍ୟାନ କରନ୍ତି, ଯେମିତି ସେମାନେ ଏହାକୁ ଏକ କ୍ରୁଶରେ ମାରି ଦେଲେ” (ଦେଖ: [[rc:///ta/man/translate/figs-personification]] ଏବଂ [[rc:///ta/man/translate/figs-metaphor]])

the sinful nature with its passions and desires

ପାପପୂର୍ଣ୍ଣ ସ୍ବଭାବ ବିଷୟରେ ଏପରି କୁହାଯାଇଛି ଯେପରିକି ଏହା ଏକ ବ୍ୟକ୍ତି ଥିଲା ଯେଉଁଥିରେ ଲାଲସା ଏବଂ ଅଭିଳାଷଗୁଡିକ ଥିଲା । ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ପାପପୂର୍ଣ୍ଣ ସ୍ବଭାବ, ଏବଂ ଏଥିପାଇଁ ସେମାନେ ଏହି କାର୍ଯ୍ୟଗୁଡିକ କରିବା ନିମନ୍ତେ ଦୃଡଭାବରେ କରିବା ଚାହାଁନ୍ତି” (ଦେଖ: rc://*/ta/man/translate/figs-personification)