or_tn_old/gal/05/23.md

987 B

gentleness ... self-control

“ଆତ୍ମାଙ୍କ ଫଳ”ର ତାଲିକା ଯାହା ଏହି ଶବ୍ଦଗୁଡିକଠାରୁ ଆରମ୍ଭ ହୁଏ ଯଥା “ପ୍ରେମ, ଆନନ୍ଦ, ଶାନ୍ତି,” ରେ ସମାପ୍ତ ହୁଏ । ଏଠାରେ “ଫଳ” “ପ୍ରତିଫଳ” କିମ୍ବା “ପରିଣାମ” ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଆତ୍ମା ଯାହା ପ୍ରେମ, ଆନନ୍ଦ, ଶାନ୍ତି .... ମୃଦୁତା .... ଆତ୍ମସଂଯମ” ଉତ୍ପନ୍ନ କରନ୍ତି କିମ୍ବା “ଆତ୍ମା ଈଶ୍ବରଙ୍କ ଲୋକମାନଙ୍କ ମଧ୍ୟରେ ପ୍ରେମ, ଆନନ୍ଦ, ଶାନ୍ତି.... ମୃଦୁତା.... ଆତ୍ମସଂଯମ” ଉତ୍ପନ କରିଥାଏ” (ଦେଖ: rc://*/ta/man/translate/figs-metaphor)