or_tn_old/gal/05/16.md

2.0 KiB

Connecting Statement:

ଆତ୍ମା କିପରି ପାପ ଉପରେ ନିୟନ୍ତ୍ରଣ କରନ୍ତି ପାଉଲ ବର୍ଣନା କରନ୍ତି ।

walk by the Spirit

ଜୀବନଯାପନ କରିବା ନିମନ୍ତେ ଚାଲିବ ଏକ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “ପବିତ୍ରଆତ୍ମାଙ୍କ ଶକ୍ତିରେ ଆପଣାର ଜୀବନକୁ ପରିଚାଳନା କର” କିମ୍ବା “ଆତ୍ମାଙ୍କ ଉପରେ ନିର୍ଭର ରଖି ତୁମ୍ଭମାନଙ୍କ ଜୀବନ ଅତିବାହିତ କର” (ଦେଖ: rc://*/ta/man/translate/figs-metaphor)

you will not carry out the desires of the sinful nature

“ଜଣକର ଅଭିଳାଷକୁ ପୂରଣ କରିବା” ବାକ୍ୟାଂଶ “ଯାହା ଜଣେ ବ୍ୟକ୍ତି ଚାହେଁ ତାହା କର” ରୁଢିର ଅର୍ଥ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ଅନୁସାରେ ତୁମ୍ଭେମାନେ ତାହା କରିବ ନାହିଁ” (ଦେଖ: rc://*/ta/man/translate/figs-idiom)

the desires of the sinful nature

ପାପପୂର୍ଣ୍ଣ ସ୍ବଭାବ ବାକ୍ୟକୁ ଏପରି କୁହା ଯାଇଛି ଯେପରି ସେ ଜଣେ ବ୍ୟକ୍ତି ଥିଲା ଏବଂ ପାପ କରିବା ଚାହୁଁଥିଲା । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତୁମ୍ଭମାନଙ୍କ ପାପପୂର୍ଣ୍ଣ ସ୍ବଭାବ କାରଣରୁ ଯାହା କରିବାକୁ ଚାହୁଁଅଛ” କିମ୍ବା “ତୁମ୍ଭେମାନେ ଯାହା କରିବାକୁ ଚାହୁଛ କାରଣ ତୁମ୍ଭେମାନେ ପାପରେ ପୂର୍ଣ୍ଣ ଅଟ” (ଦେଖ: rc://*/ta/man/translate/figs-personification)