or_tn_old/gal/05/11.md

4.1 KiB
Raw Permalink Blame History

Brothers, if I still proclaim circumcision, why am I still being persecuted?

ପାଉଲ ଗୁରୁତ୍ବାରୋପ କରିବା ନିମନ୍ତେ ଯାହା ଘଟି ନାହିଁ ଏପରି ଏକ ପରିସ୍ଥିତିକୁ ଉଲ୍ଲେଖ କରନ୍ତି ଯେ ଲୋକମାନେ ତାହାଙ୍କୁ ତାଡନା କରୁଥିଲେ କାରଣ ସେ ପ୍ରଚାର କରୁ ନଥିଲେ ଯେ ଲୋକମାନଙ୍କୁ ଯିହୁଦୀ ହେବା ବିଷୟରେ ଶିକ୍ଷା ଦେଉ ନଥିଲେ । ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଭାଇମାନେ, ତୁମ୍ଭେମାନେ ଦେଖିପାରିବ ଯେ ମୁଁ ଏବେ ସୁଦ୍ଧା ସୁନ୍ନତ ବିଷୟରେ ପ୍ରଚାର କରିନାହିଁ କାରଣ ଯିହୁଦୀମାନେ ମୋତେ ତାଡ଼ନା କରୁଛନ୍ତି ।” (ଦେଖ: [[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-hypo]])

Brothers

ଦେଖ ତୁମେ ଏହାକୁ [ଗାଲାତିୟ ୧:] (../୦୧/.md)ରେ କିପରି ଅନୁବାଦ କରିଅଚ୍ଛ ।

In that case the stumbling block of the cross has been removed

ପାଉଲ ଗୁରୁତ୍ବାରୋପ କରିବା ନିମନ୍ତେ ଯାହା ଘଟି ନାହି ଏପରି ଏକ ପରିସ୍ଥିତି ବିଷୟରେ ଉଲ୍ଲେଖ କରୁଛନ୍ତି ଯେ ଲୋକମାନେ ତାହାଙ୍କୁ ତାଡନା କରୁଥିଲେ କାରଣ ସେ ପ୍ରଚାର କରୁଥିଲେ ଯେ ଯୀଶୁଙ୍କ ମୃତ୍ୟୁ କ୍ରୁଶରେ ହେବା ସକାଶୁ ଈଶ୍ବର ଲୋକମାନଙ୍କୁ କ୍ଷମା କରନ୍ତି । (ଦେଖ: rc://*/ta/man/translate/figs-hypo)

In that case

ଯଦି ଏବେ ସୁଦ୍ଧା ମୁଁ କହୁଅଛି ଯେ ଲୋକମାନେ ଯିହୁଦୀ ହେବା ଆବଶ୍ୟକ

the stumbling block of the cross has been removed

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କ୍ରୁଶ ବିଷୟରେ ଶିକ୍ଷାଦେବା କୌଣସି ବିଘ୍ନ ନାହିଁ” କିମ୍ବା “କ୍ରୁଶର ବିଷୟରେ ଶିକ୍ଷାଦେବାରେ କୌଣସି ବିଘ୍ନ ନାହିଁ ଯେଉଁଥିରେ ଲୋକମାନେ ବିଘ୍ନ ପାଇବେ” (ଦେଖ: rc://*/ta/man/translate/figs-activepassive)

the stumbling block of the cross has been removed

ବିଘ୍ନହେବା ପାପ ବିଷୟକୁ ଉଲ୍ଲେଖ କରେ, ଏବଂ ବିଘ୍ନର କାରଣ ଯାହା ଲୋକମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଇଥାଏ । ଏହି ଘଟଣାରେ ପାପ ଶିକ୍ଷାର ସତ୍ୟତାକୁ ପ୍ରତ୍ୟାଖ୍ୟାନ କରେ ଯାହା ଈଶ୍ବରଙ୍କ ସହିତ ଧାର୍ମିକ କରେ, ଲୋକମାନେ କେବଳ ଏହା ବିଶ୍ବାସ କରିବା ଆବଶ୍ୟକ ଯେ ଯୀଶୁ ଆମମାନଙ୍କ ନିମନ୍ତେ କ୍ରୁଶରେ ମୃତ୍ୟୁବରଣ କଲେ । ଅନ୍ୟ ଏକ ଅନୁବାଦରେ: “ସେହି କ୍ରୁଶ ବିଷୟର ଶିକ୍ଷା ଲୋକମାନଙ୍କୁ ସତ୍ୟକୁ ଅସ୍ବୀକାର କରିବାର କାରଣ କରିଥାଏ” କିମ୍ବା “କ୍ରୁଶରେ ଯିଶୁଙ୍କ ମୃତ୍ୟୁବରଣର ଶିକ୍ଷା ଲୋକମାନଙ୍କୁ ଅସ୍ବୀକାର କରିବା ନିମନ୍ତେ ପ୍ରବର୍ତ୍ତାଇଥାଏ” (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-explicit]])