or_tn_old/gal/05/10.md

1.6 KiB
Raw Permalink Blame History

you will take no other view

ମୁଁ ଯାହା କିଛି ତୁମ୍ଭମାନଙ୍କୁ କହୁଅଛି ତାହା ଛଡା ଅନ୍ୟକାହିରିଠାରେ ଆଉ ବିଶ୍ବାସ କରନାହିଁ

The one who is troubling you will pay the penalty

ଯେ ତୁମ୍ଭମାନଙ୍କୁ ବିପଦରେ ପକାଉଅଛି ଈଶ୍ବର ତାହାକୁ ଦଣ୍ଡ ଦେବେ

is troubling you

ଯାହା ତୁମ୍ଭମାନଙ୍କୁ ସତ୍ୟ ବିଷୟରେ ଅନଶ୍ଚିତତା କରୁଅଛି ବା “ତୁମ୍ଭମାନଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି କରେ”

whoever he is

ସମ୍ଭାବିତ ଅର୍ଥଗୁଡିକ ୧) ପାଉଲଙ୍କୁ ସେହି ଲୋକମାନଙ୍କ ନାମ ଜାଣନ୍ତି ନାହିଁ ଯେଉଁମାନେ ଗାଲାତିୟ ମାନଙ୍କୁ କହୁଛନ୍ତି ଯେ ସେମାନେ ମୋଶାଙ୍କ ନିୟମ ପାଳନ କରିବା ଆବଶ୍ୟକତା ଅଛି କିମ୍ବା ) ପାଉଲ ଏହା ଚାହୁଁ ନାହାନ୍ତି ଯେ ଗାଲାତିୟମାନେ ଏହି କଥାକୁ ଧ୍ୟାନ ଦିଅନ୍ତୁ କି ଯେଉଁମାନେ ସେମାନଙ୍କୁ ଭ୍ରମିତ କରୁଛନ୍ତି ସେ ଧନୀ କି ଗରିବ, ମହାନ କିମ୍ବା ଛୋଟ କିମ୍ବା ଧାର୍ମିକ କିମ୍ବା ଅଧାର୍ମିକ ହେଅନ୍ତୁ ।