or_tn_old/gal/05/06.md

809 B

neither circumcision nor uncircumcision

ଏହା ଯିହୁଦୀ କିମ୍ବା ଅଣ-ଯିହୁଦୀ ହେବା ନିମନ୍ତେ ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ । ଅନ୍ୟ ଏକ ଅନୁବାଦରେ: “ନା ତ ଯିହୁଦୀ ରହିଲ ନା ଅଣ-ଯିହୁଦୀ ହେଲ” (ଦେଖ: rc://*/ta/man/translate/figs-metonymy)

but only faith working through love

ବରଂ, ଈଶ୍ବର ବିବେଚନା କରନ୍ତି ଆମ୍ଭେମାନେ କେମିତି ତାହାଙ୍କ ଉପରେ ଆମର ବିଶ୍ବାସ ରଖିଅଛୁ, ଯାହା ଅମେମାନେ ଅନ୍ୟମାନଙ୍କୁ ପ୍ରେମ କରି ଦେଖାଉ

means anything

ସାର୍ଥକ ଅଟେ