or_tn_old/gal/05/05.md

1.5 KiB
Raw Permalink Blame History

General Information:

ଏଠାରେ “ଆମ୍ଭେମାନେ” ଶବ୍ଦ ପାଉଲଙ୍କୁ ଏବଂ ଯେଉଁମାନେ ଖ୍ରୀଷ୍ଟିୟାନ ମାନଙ୍କ ସୁନ୍ନତକୁ ବିରୋଧ କରନ୍ତି ସେମାନଙ୍କୁ ବୁଝାଏ । ସେ ହୁଏତ ଗାଲାତିୟମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି । (ଦେଖ: rc://*/ta/man/translate/figs-inclusive)

For through the Spirit

ଏହା ଆତ୍ମଙ୍କ ଦ୍ବାରା ହୋଇଥାଏ

by faith, we eagerly wait for the hope of righteousness

ସମ୍ଭାବିତ ଅର୍ଥଗୁଡିକ ୧) “ଆମ୍ଭେ ବିଶ୍ବାସର ସହିତ ଧାର୍ମିକତାର ଆଶା ନିମନ୍ତେ ଅପେକ୍ଷା କରିଅଛୁ” କିମ୍ବା ) “ଆମ୍ଭେ ସେହି ଧାର୍ମିକତାର ଅପେକ୍ଷା କରିଅଛୁ ଯାହା ବିଶ୍ବାସରୁ ଆସିଥାଏ”

we eagerly wait for the hope of righteousness

ଆମ୍ଭେମାନେ ଧର୍ଯ୍ୟପୂର୍ବକ ଅପେକ୍ଷା କରିଅଛୁ ଓ ଈଶ୍ବରଙ୍କ ନିମନ୍ତେ ଉତ୍ସାହର ସହିତ ଅପେକ୍ଷା କରିଅଛୁ ଯେ ସେ ଆମକୁ ତାହାଙ୍କ ସହିତ ଧାର୍ମିକ କରି ସ୍ଥାପନ କରିବେ, ଏବଂ ଆମ୍ଭେମାନେ ତାହା ତାହାଙ୍କଠାରୁ ଆଶା କରୁ ।