or_tn_old/gal/05/04.md

1.9 KiB

You are cut off from Christ

ଏଠାରେ “ବିଛିନ୍ନ ହେବା” ଖ୍ରୀଷ୍ଟଙ୍କଠାରୁ ଅଲଗା ହେବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଖ୍ରୀଷ୍ଟଙ୍କ ସହିତ ତୁମର ସମ୍ପର୍କ ଶେଷ କରିଅଛ” କିମ୍ବା “ତୁମେମାନେ ଆଉ ଖ୍ରୀଷ୍ଟଙ୍କଠାରେ ଏକତ୍ର ନାହଁ” (ଦେଖ: rc://*/ta/man/translate/figs-metaphor)

you who would be justified by the law

ପାଉଲ ଏଠାରେ ବ୍ୟଙ୍ଗସୂଚକ ଭାବରେ କହୁଛନ୍ତି । ସେ ପ୍ରକୃତରେ ଶିକ୍ଷା ଦିଅନ୍ତି ଯେ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କଲେ କେହିହେଲେ ଜଣେ ସୁଦ୍ଧା ଧାର୍ମିକ ହୋଇ ପାରିବେ ନାହିଁ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ସମସ୍ତେ ଯେଉଁମାନେ ଭାବୁଛ ତୁମେମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା କାର୍ଯ୍ୟ କରି ଧାର୍ମିକ ହୋଇ ପାରିବ” କିମ୍ବା “ତୁମେମାନେ ଯେଉଁମାନେ ବ୍ୟବସ୍ଥା ଦ୍ବାରା ଧାର୍ମିକ ହେବାକୁ ଚାହୁଁଛ” (ଦେଖ: rc://*/ta/man/translate/figs-irony)

you no longer experience grace

ସେହି ଅନୁଗ୍ରହ କେଉଁଠାରୁ ମିଳେ ଏହା ସ୍ପଷ୍ଟଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମମାନଙ୍କୁ ଅନୁଗ୍ରହ କରିବେ ନାହିଁ” (ଦେଖ: rc://*/ta/man/translate/figs-explicit)