or_tn_old/gal/05/03.md

719 B

I testify

ମୁଁ ଘୋଷଣା କରେ କିମ୍ବା “ମୁଁ ଜଣେ ସାକ୍ଷୀ ରୂପରେ ସେବା କରେ”

to every man who lets himself be circumcised

ପାଉଲ ଯିହୁଦୀ ଧର୍ମ ନିମନ୍ତେ ଏକ ଲକ୍ଷଣ ସୂଚକଭାବରେ ସୁନ୍ନତ ଶବ୍ଦ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ଯେ ଜଣେ ଯିହୁଦୀ ହୋଇଛନ୍ତି” (ଦେଖ: rc://*/ta/man/translate/figs-metonymy)

he is obligated to obey

ସେ ପାଳନ କରିବା ଉଚିତ୍